19th Children Writers Workshop of Research Institute in Odia Children's Literature(RIOCL) will be held on 'Translation for Children' from 8th October 2011 to 10th October 2011 at Govt.Girls High School,Unit-9, Bhubaneswar-751022.
ଓଡିଆ ଶିଶୁ-ସାହିତ୍ୟ ଗବେଷଣା ପରିଷଦର ୧୯ତମ ଶିଶୁ-ସାହିତ୍ୟିକ କର୍ମଶାଳା ଆସନ୍ତା ଅକ୍ଟୋବର ୮ - ୧୦ ତାରିଖ ପର୍ଯ୍ୟନ୍ତ ସରକାରୀ ଉଚ୍ଚ ବିଦ୍ୟାଳୟ, ୟୁନିଟ-୯, ଭୁବନେଶ୍ବର -୭୫୧୦୨୨ ଠାରେ ଅନୁଷ୍ଠିତ ହେବ ଏଥିରେ ‘ପିଲାମାନଙ୍କ ପାଇଁ ଅନୁବାଦ‘ ସଂପର୍କରେ ପ୍ରଶିକ୍ଷଣ ଦିଆଯିବ ଏଥିରେ ଯୁବ ଓ ବୟସ୍କ ଶିଶୁ-ସାହିତ୍ୟିକମାନଙ୍କ ସହିତ ବିଦ୍ୟାଳୟର ଆଗ୍ରହୀ ବାଳକ ଓ ବାଳିକାମାନେ ଅଂଶ ଗ୍ରହଣ କରିବେ